ପୁସ୍ତକ ବିଷୟରେ:
ମୃତ୍ୟୁ ପରେ ଜୀବନ ଅଛି କି ? ବ୍ରହ୍ମାଣ୍ଡର ସୀମା ଅତିକ୍ରମ କରିବା ପରେ ଆତ୍ମାର ଗତିବିଧି ସମ୍ୱନ୍ଧେ ଅବଗତ ହୁଏ l ଭାରତବର୍ଷର ବୈଦିକ ତତ୍ତ୍ୱଜ୍ଞାନର ପଥିକୃତରୂପରେ ସର୍ବାଧିକ ଖ୍ୟାତିସମ୍ପନ୍ନ ଶ୍ରୀଳ ପ୍ରଭୁପାଦ ଆତ୍ମା ଦେହତ୍ୟାଗ ପରେ ଅବିଶ୍ୱାସ ବା ଆଶ୍ଚର୍ଯ୍ୟଜନକ ଯାତ୍ରା ସମ୍ୱନ୍ଧରେ ଏକ ବିସ୍ମୟକର ପ୍ରମାଣ ଉପସ୍ଥାପିତ କରିଛନ୍ତି–କିପରି aatma ଗୋଟିଏ ଦେହରୁ ଅନ୍ୟ ଦେହକୁ ଗମନାଗମନ କରେ , ଏବଂ ଅନ୍ତିମ ଧାମରେ ପ୍ରବେଶପୂର୍ବକ କିପରି ଆତ୍ମାର ଜନ୍ମ-ମୃତ୍ୟୁର ଚକ୍ର ଠାରୁ ମୁକ୍ତ ହୋଇ ପାରେ l
Reviews
There are no reviews yet.