ପୁସ୍ତକ ବିଷୟରେ:
ପାର୍ଥିବ ଜଗତରେ ଆମେ ଯାହାକୁ ପ୍ରେମ ବୋଲି କହୁ ଶେସବୁ ଅତ୍ୟନ୍ତ କ୍ଷଣସ୍ଥାୟୀ ; କିନ୍ତୁ ଭଗବାନଙ୍କ ରାଜ୍ୟରେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କର ପ୍ରିୟତମ ଭକ୍ତମାନଙ୍କ ସହିତ ଯେଉଁ ଗଭୀର ପ୍ରେମପୂର୍ଣ୍ଣ ସଂସର୍ଗର ସୁଖଭୋଗ କରନ୍ତି ତାହା ଚିରନ୍ତନ l ଭକ୍ତିଯୋଗ ଆମକୁ ଚିରନ୍ତନ ପ୍ରେମର ସେହି ସାମ୍ରାଜ୍ୟ ମଧ୍ୟକୁ କିପରି ପ୍ରବେଶ କରିବାକୁ ହେବ ତାହାର କୌଶଳ ଶିଖାଇଥାଏ l ଏହି ପ୍ରାରମ୍ଭିକ ପୁସ୍ତିକାଟିରେ ଭକ୍ତିଯୋଗ ସମ୍ୱନ୍ଧୀୟ ମୌଳିକ ସତ୍ୟଗୁଡିକର ଅବତାରଣା କରାଯାଇଛି l
Reviews
There are no reviews yet.