ଯେପରିକି ପ୍ରାଚୀନ ଭାରତର ପୁରାଣମାନଙ୍କରୁ ଜଣାଯାଏ, ଯେ । ଅନେକ ବର୍ଷ ପୂର୍ବେ ମହାନ୍ ଋଷି ଶ୍ରୀ କପିଳଦେବ ସାଧ୍ୟ ଦେବହୁତିଙ୍କୁ ଗର୍ଭରୁ ଏହି ପୃଥିବୀ ପୃଷ୍ଠରେ ଆବିର୍ଭୂତ ହୋଇଥିଲେ । ଯେତେବେଳେ
ଦେବହୁତିଙ୍କର ସ୍ଵାମୀ ପାରମାର୍ଥକ ସିଦ୍ଧି ପ୍ରାପ୍ତ ହେବା ନିମିର ଗୁହ ତ୍ୟାଗ କଲେ, ସେତେବେଳେ ତାଙ୍କୁ ଜ୍ଞାନାଲୋକରେ ଉଭାସିତ କରିବା ନିମିର ଦେବହୁତି ତାଙ୍କର ଦିବ୍ୟ ପୁତ୍ର ଶ୍ରୀ କପିଳଦେବଙ୍କୁ ଅନୁରୋଧ କଲେ । ଭଗବାନ୍ ଶ୍ରୀ କପିଳଦେବ ତତ୍ପରେ ଦେବହୁତିଙ୍କୁ ସାଂଖ୍ୟ ଦର୍ଶନର ମାର୍ଗ ପ୍ରଦର୍ଶନ କଲେ, ଯାହାକି ବ୍ରହ୍ମାଣ୍ଡ, ଆମ୍ବା ଏବଂ ସମସ୍ତ ପଦାର୍ଥର ଚରମ ଉଇ ସମ୍ବନ୍ଧୀୟ ଉଚ୍ଚତର ଉପଲବ୍ଧି ନିମିତ୍ତ ଏକ ବିଶ୍ଳେଷଣାତ୍ମକ ମାର୍ଗ ଅଟେ । । ଏଠାରେ ବୈଦିକ ଧର୍ମ ଏବଂ ଦର୍ଶନର ବିଶ୍ଵରେ ସର୍ବାଧକ ମହାନ୍ତି ଆଚାର୍ଯ୍ୟ ବର୍ତ୍ତମାନ୍ ପରିପ୍ରେକ୍ଷୀରେ ଆମ୍ଭମାନଙ୍କ ନିମିର ଭଗବାନ୍ ଶ୍ରୀ କପିଳଦେବଙ୍କ ଶିକ୍ଷାର ଉପଯୋଗୀତା ସମ୍ବନ୍ଧରେ ପଥ ପ୍ରଦର୍ଶନ କରିଛନ୍ତି । ଯେପରି ଏହି ଗ୍ରନ୍ଥରେ ବନ କରାଯାଇଛି, ସାଂଖ୍ୟ ମାର୍ଗରେ ଆମେ ଗୁରୁଙ୍କର ଗୁଣ, ଧାନର ବିଜ୍ଞାନ, ଚେତନାର ମନସ୍ତର, ଆମ୍ । ଶାକ୍ଷାତ୍କାର ପୁରୁଷର ଲକ୍ଷଣ, ଦିବ୍ୟଜ୍ଞାନ ଏବଂ ପରମ ମୁକ୍ତିର ପଥ ସମ୍ବନ୍ଧରେ ଅବଗତ ହୋଇପାରିବୁ ।
ଶ୍ରୀଳ ପ୍ରଭୁପାଦଙ୍କର ଗ୍ରନ୍ଥମାନ ଅତ୍ୟନ୍ତ ମୂଲ୍ୟବାନ୍ ହୋଇଥିବା ହେତୁ ଯବୁର ସହିତ ରଖୁବା ଉଚିତ୍ । ଯେକୌଣସି ଧର୍ମ ଅଥବା ଦର୍ଶନର ଅନୁଯାୟୀ ହେଉନା କାହିଁକି, ଯଦି ଜଣେ ଏହି ଗ୍ରନ୍ଥ ମାନ ଉନ୍ମକ୍ତ ମନରେ ଅଧୟନ କରେ, ସେ ଏହାଦ୍ୱାରା ପ୍ରଭାବିତ ନ ହୋଇ ରହିପାରିବ ନାହିଁ ।
ଡା: ଗାରୀ ଗେଲେଜ୍
ପ୍ରଫେସର, ମନସ୍ତର ବିଜ୍ଞାନ ବିଭାଗ, ଅକ୍ସଫୋର୍ଡ ୟୁନିଭରସିଟି
Teachings of Lord Kapila- ODIA (ଓଡ଼ିଆ)
₹110.00 ₹99.00
Author :A. C. Bhaktivedanta Swami Prabhupada
Binding : Paper Back (Perfect Binding)
Pages: 272 Pages
Publisher: The Bhaktivedanta Book Trust
Language: ODIA
ISBN-978-93-84564-43-8
Product Dimensions: 22x14x1.2
weight:gram: 250
SKU: ORY003
Categories: Indian Languages, Oriya
Tags: "ISKCON Odia books, Best-selling books in Odia, Bhagavad Gita Odia, Hare Krishna Odia books, Must read books in Odia, Odia Bhakti yoga & meditation books, Odia books, Odia devotional books, Odia Hindu religious books, Odia spiritual books, Prabhupada Odia books
Brand
Bhaktivedanta Book Trust
The Bhaktivedanta Book Trust (BBT) is the world’s largest publisher of classic Vaishnava texts and contemporary works on the philosophy, theology, and culture of bhakti-yoga. Its publications include traditional scriptures translated into 87 languages and books that explain these texts. The BBT also publishes audiobooks and eBooks. BBT titles range in complexity from brief, introductory volumes and summary studies to multivolume translations with commentary.
Weight | 320 g |
---|---|
Dimensions | 22 × 14 × 1.2 cm |
Vinod S (verified owner) –
I recommend this to everyone to read.
antarika (verified owner) –
Very useful
priya (verified owner) –
Very well worth the money.
arjuneshar das (verified owner) –
Very well worth the money.
Aadarsh (verified owner) –
Very well worth the money.
Sreedhar (verified owner) –
Good quality.
priya (verified owner) –
The product is firmly packed.
Camden (verified owner) –
Very fast delivery.
Aadarsh (verified owner) –
I recommend this to everyone to read.
Ryan (verified owner) –
The product is firmly packed.
krishna (verified owner) –
I recommend this to everyone to read.
Sreedhar (verified owner) –
Very useful
Zane (verified owner) –
Very fast delivery.
Mason (verified owner) –
Good quality.
priyank (verified owner) –
Very useful
Aadarsh (verified owner) –
Good quality.
Owen (verified owner) –
Very fast delivery.
prathu (verified owner) –
Good service.
Sreedhar (verified owner) –
Very fast delivery.