ଅସୀମ ଆନନ୍ଦ….
ନାରଦ ଭକ୍ତି ସୂତ୍ରରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି କୃଷ୍ଣଚେତନଶୀଳ ହେବାପାଇଁ ତପୂରଶୀଳ ଓ ପରମପୁରୁଷ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ବୁଝିବା ପାଇଁ ଅଭିଳାଷିତ, କୃଷଙ୍କ କୃପାରୁ ତାଙ୍କର ଇଚ୍ଛା ଅଚିରାତ୍ର ପୂର୍ଣ୍ଣ ହୁଏ । ନାରଦ ଭକ୍ତି ସତ୍ରର ସଂକ୍ଷିପ୍ତତା ଓ ସାର୍ବଜନୀନତା ଏବଂ ଭଗବାନ କୃଷ୍ଣଙ୍କ ଠାରେ ସଂପୂର୍ଣ୍ଣ ଶରଣାଗତିର ଶିକ୍ଷା । ଏକ ସ୍ଵତନ୍ତ୍ର ଆକର୍ଷଣ । ଏହାର ସୂତ୍ର ଗୁଡ଼ିକ ବଳିଷ୍ଠ ଓ ସହକରେ ବୋଧଗମ୍ୟ । ଏବଂ ଦୃଢ଼ତାର ସହ ଭକ୍ତିମାର୍ଗର ପ୍ରସଙ୍ଗ ଉପରେ ଆଲୋଚିତ ବସ୍ତୁ ଅଟେ । ଏହି ଗ୍ରନ୍ଥର କୃଷକୃପା ଶ୍ରୀମୂରି ଶ୍ରୀ ଶ୍ରୀମଦ୍ ଏ.ସି. ଭକ୍ତିବେଦାନ୍ତ ସ୍ଵାମି ପ୍ରଭୁପାଦଙ୍କର ପ୍ରତି ସୂତ୍ର ଉପରେ ଭାବାର୍ଥ ପ୍ରକାଶିତ ହୋଇଛି ଯାହା ସାରା ବିଶ୍ୱର ଅଧା ବିଦ୍ୟାର ପାଠକ ଓ ନେତୁ ସ୍ଥାନୀୟ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଶଂସିତ । ଏହା ଭାରତୀୟ ଦର୍ଶନ ଶାସ୍ତ୍ର ଓ ସଂସ୍କୃତିର ଦୃଢ଼ ଭିତିଭୂମି ଉପରେ ପ୍ରତିଷ୍ଠିତ । ଏହାର ଷୋକ୍ତ ଭାଗରୁ କିଛି ଅଂଶ ଶ୍ରୀଲ ପ୍ରଭୁପାଦଙ୍କର ବରିଷ୍ଠ ଶିଷ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀ ଶ୍ରୀମଦ୍ ସତ୍ୱରୂପ ଦାସ ଗୋସ୍ୱାମୀଙ୍କ ଦ୍ଵାରା ବର୍ଣ୍ଣିତ ହୋଇଛି, ଯେକି ଭକ୍ତିଯୋଗ ଉପରେ ୨୪ ରୁ ଅଦିକ ପୁସ୍ତକ ରଚନା କରିଛନ୍ତି ।
Narada Bhakti Sutra- ODIA (ଓଡ଼ିଆ)
₹45.00 ₹40.50
Author :A. C. Bhaktivedanta Swami Prabhupada
Binding : Paper Back (Perfect Binding)
Pages: 224 Pages
Publisher: The Bhaktivedanta Book Trust
Language: ODIA
ISBN-978-93-84564-79-7
Product Dimensions: 21.5x14x01
weight:gram: 210
SKU: ORY040
Categories: Indian Languages, Oriya
Tags: "ISKCON Odia books, Best-selling books in Odia, Bhagavad Gita Odia, Hare Krishna Odia books, Must read books in Odia, Odia Bhakti yoga & meditation books, Odia books, Odia devotional books, Odia Hindu religious books, Odia spiritual books, Prabhupada Odia books
Brand
Bhaktivedanta Book Trust
The Bhaktivedanta Book Trust (BBT) is the world’s largest publisher of classic Vaishnava texts and contemporary works on the philosophy, theology, and culture of bhakti-yoga. Its publications include traditional scriptures translated into 87 languages and books that explain these texts. The BBT also publishes audiobooks and eBooks. BBT titles range in complexity from brief, introductory volumes and summary studies to multivolume translations with commentary.
Weight | 280 g |
---|---|
Dimensions | 21.5 × 14 × 01 cm |
neelima (verified owner) –
I recommend this to everyone to read.
prathu (verified owner) –
Good quality.
Sreedhar (verified owner) –
Good quality.
shyam (verified owner) –
easy to understand and read.
Sreedhar (verified owner) –
Very well worth the money.
krishna (verified owner) –
easy to understand and read.
priyank (verified owner) –
Very useful
Phoenix (verified owner) –
Very fast delivery.
Henry (verified owner) –
Good service.
Zohar (verified owner) –
Good quality.
David (verified owner) –
Very fast delivery.
Max (verified owner) –
Very well worth the money.
SATYAJIT BARICK (verified owner) –
Corner damaged